DJJohal.Com

Mayabini by Som
download Som  Mayabini mp3 Single Tracks song

Album: Mayabini

Singer: Som

Music: Super Cassettes Industries Private Limited

Lyrics: Priya Chattopadhyay

Label: T-Series

Released: 2004-10-15

Duration: 04:06

Downloads: 3676

Get This Song Get This Song
song Download in 320 kbps
Share On

Mayabini Song Lyrics

ଏ କି ଜାଦୁଗରୀ ଅଛି ତା ଆଖିରେ ଦେଖି ମତୁଆଲା ମୁଁ
ହେଲିରେ ଚିନ୍ହା ଚିନ୍ହା ଲାଗେ ସେ ଅଚିନ୍ହା ମୁହଁ କାରଣ ମୁ
ଖୋଜି ପାଉନି ରେ ହୋ... ଏ କି ଜାଦୁଗରୀ ଅଛି
ତା ଆଖିରେ ଦେଖି ମତୁଆଲା ମୁଁ ହେଲିରେ ଚିନ୍ହା ଚିନ୍ହା ଲାଗେ
ସେ ଅଚିନ୍ହା ମୁହଁ କାରଣ ମୁ ଖୋଜି ପାଉନି ରେ
ତୋ ପାଇଁ ଅସ୍ଥିର ମୋ ମନ ବଢୁଛି ସ୍ପନ୍ଦନ ଲାଗୁ କାଇଁ
ଏତେ ନିଜର ତୋ ବିନା ଫିକା ଏ ଜୀବନ ବେରଙ୍ଗି
ସପନ ତୁ ପ୍ରେମ ସଂଜୀବନି ମୋର ମାୟାବିନୀ ତୋ କୁହୁକ
ନଜର ଝିଅ ନୁହେଁ ତୁ ସତେ ମିଠା ଜହର ମାୟାବିନୀ ତୋ
କୁହୁକ ନଜର ଝିଅ ନୁହେଁ ତୁ ସତେ ମିଠା ଜହର
ଓଠ ନା, ସେ କୋଉ ସଜ ଗୋଲାପର ପାଖୁଡା ମୁହଁ ତା,
ଲାଗୁଚି ସତେ କି ଚାନ୍ଦର ଟୁକୁଡା ହୋ... ଓଠ ନା, ସେ
କୋଉ ସଜ ଗୋଲାପର ପାଖୁଡା ମୁହଁ ତା, ଲାଗୁଚି ସତେ କି
ଚାନ୍ଦର ଟୁକୁଡା କସ୍ଥୁରୀ ପରି ତା ମହକ ନିଦ ମୋ
ଚୋରାଏ ଅଦିନେ ପୁଣି ସେ ପ୍ରେମ ବରଷାରେ ଭିଜାଏ ଆଖି
ଲାଗେ ତାର ଅଳସି ନଇ ଧୀରେ ଧୀରେ ଗଲି ମୁ ତାର
ହେଇ ତୋ ବିନା ବୁଝେନି ମୋ ମନ, ଖୋଜେ ରାତି
ଦିନ ପାଇବାକୁ ସ୍ପର୍ଶଟେ ତୋର ତୋ କଥା ଭାବି କାଟେ ଦିନ,
ତୁ ଜଳ ମୁ ମୀନ ମୋ ରାଣ କରିବୁନି ପର
ମୟାବିନୀ ତୋ କୁହୁକ ନଜର ଝିଅ ନୁହେଁ ତୁ ସତେ ମିଠା
ଜହର ମୟାବିନୀ ତୋ କୁହୁକ ନଜର ଝିଅ ନୁହେଁ ତୁ ସତେ
ମିଠା ଜହର ଜହ୍ନର ଜୋଛନା ଫିକା ଲାଗେ ତା ଆଭା
ଆଗେ ତୁଳନା ନାହିଁ ତା କୋଉ ଅପସରି ର ସାଙ୍ଗେ ହୋ...
ଜହ୍ନର ଜୋଛନା ଫିକା ଲାଗେ ତା ଆଭା ଆଗେ ତୁଳନା ନାହିଁ
ତା କୋଉ ଅପସରି ର ସାଙ୍ଗେ କୋଇଲି ପରି ତା ମିଠା
କଥା ମନ ମୋ ମୋହେ ଶୟନେ ସପନେ ଜାଗରଣେ ତତେ ହିଁ
ଚାହେଁ ଚାହାଣି ଯେ ତାର ମନ ମୋହିନୀ ଚାଲି ଲାଗେ
ତାର ଗଜଗାମିନି ହେଲି ରେ ହେଲି ତୋ ଯୋଗୀ,ମୁ ପ୍ରେମ
ରୋଗୀ ତୁ ବଇଦ ମୋ ରୋଗ ର ଥରେ ତୁ ହେଇଯା
ଲୋ ରାଜି,ମୋ ପ୍ରେମିକା ସାଜି ଗଢିଦବା ସ୍ବପ୍ନ ନଅର ମୟାବିନୀ
ତୋ କୁହୁକ ନଜର ଝିଅ ନୁହେଁ ତୁ ସତେ ମିଠା ଜହର
ମୟାବିନୀ ତୋ କୁହୁକ ନଜର ଝିଅ ନୁହେଁ ତୁ ସତେ ମିଠା
ଜହର

Related Songs

» Bhalo Thake Mon (Zubeen Garg, Indrani Banerjee) » More Priya » Tor Preme Jontrona » Dhakaiya Maiya » Tomari Achi » Keu Jane Na (Anwesshaa Dattagupta, Zubeen Garg) » Jhikimiki Mon » Sonali Shokale » Yarra Ve (Zubeen Garg) » Keno Je (Kumar Sanu)